Jump to content

ଲବ୍ଧାର୍ଥ

ଉଇକିଅଭିଧାନ‌ରୁ

ଲବ୍ଧାର୍ଥ

ଉଚ୍ଚାରଣ

[ସମ୍ପାଦନା]
(ଲବ୍ଧାର୍ଥା—ସ୍ତ୍ରୀ) 

(ଲବ୍ଧାର୍ଥତା—ବି)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଲବ୍ଧ+ଅର୍ଥ)

[ସମ୍ପାଦନା]

ମିଳଥିବା ଧନ — Acquired wealth

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହୀ)

[ସମ୍ପାଦନା]
୧. ଯେ ଧନ ଲାଭ କରିଅଛି —୧. One who has acquired or earned riches.
୨. ଯେ କୌଣସି ବାକ୍ୟାଦିର ଅର୍ଥ ବୁଝି ପାରିଅଛି — ୨. One who has understood or comprehened the meaning.
୩. ଲବ୍ଧକାମ (ଦେଖ) - —୩. Labdha kāma. (See)