Jump to content

ଲବ୍ଧ କାମ

ଉଇକିଅଭିଧାନ‌ରୁ

ଲବ୍ଧ କାମ

ଉଚ୍ଚାରଣ

[ସମ୍ପାଦନା]
[ଲବ୍ଧକାମା—ସ୍ତ୍ରୀ] 

[ଲବ୍ଧକାମୀ—ଦେଶଜ - ରୂପ]

(ଲବ୍ଧ କାମତା—ବି)

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ଲବ୍ଧ ହୋଇଅଛି କାମ= କାମନା ଯାହାଦ୍ୱାରା)

[ସମ୍ପାଦନା]

ଯାହାର ବାସନା ବା ଇଚ୍ଛା ପୂର୍ଣ୍ଣ ହୋଇଅଛି —One who has got what he desired; having one's desires fulfilled.