Jump to content

ଲବ୍ଧ ପ୍ରତିଷ୍ଠ

ଉଇକିଅଭିଧାନ‌ରୁ

ଲବ୍ଧ ପ୍ରତିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ଲବ୍ଧ ପ୍ରତିଷ୍ଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲବ୍ଧ ହୋଇଅଛି ପ୍ରତିଷ୍ଠା ଯାହାଙ୍କର)

[ସମ୍ପାଦନା]
୧. ଯାହାର ଖ୍ୟାତି ଲାଭ ହୋଇଅଛି; ବିଖ୍ୟାତ —୧. One who has acquired celebrity or fame; known to fame; famous; celebrated.
୨. ସମ୍ମାନିତ —୨. Honoured.