Jump to content

ଲବ୍ଧ ବର୍ଣ୍ଣ

ଉଇକିଅଭିଧାନ‌ରୁ

ଲବ୍ଧ ବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]
(ଲବ୍ଧବର୍ଣ୍ଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲବ୍ଧ ହୋଇଅଛି ବର୍ଣ୍ଣ=ବିଦ୍ୟା ବା ଯଶଃ ଯାହାଙ୍କ ଦ୍ୱାରା)

[ସମ୍ପାଦନା]
୧. ବିଖ୍ୟାତ; ଲବ୍ଧ ପ୍ରତିଷ୍ଠ —୧. Celebrated.
୨. ପଣ୍ଡିତ; ବିଦ୍ୱାନ୍ — ୨. Learned; one who has acquired learning.
୩. ବିଦ୍ୟାପ୍ରାପ୍ତ; ଶିକ୍ଷିତ — ୩. Literate; educated.