Jump to content

ଲବ୍ଧ ଲକ୍ଷ

ଉଇକିଅଭିଧାନ‌ରୁ

ଲବ୍ଧ ଲକ୍ଷ

ଉଚ୍ଚାରଣ

[ସମ୍ପାଦନା]
(ଲବ୍ଧ ଲକ୍ଷା[କ୍ଷ୍ୟା]—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]
୧. ଯେ ନିଶାଣ ବା ଲକ୍ଷ୍ୟ ବିଦ୍ଧ କରିଅଛି — ୧. One who has hit the mark or target.
୨. ଯାହାକୁ ଅଭିପ୍ରେତ ବସ୍ତୁ ମିଳିଅଛି (ହିନ୍ଦୀ - ଶ.) —୨. One who has attained what he wanted.
୩. ବନ୍ଧୁକ ବା ଶରଆଦି ମାରିବା ବିଷୟରେ କୁଶଳ —୩. Skilled in the use of missiles (Apte).