Jump to content

ଲବ୍ଧ ସୁଖ

ଉଇକିଅଭିଧାନ‌ରୁ

ଲବ୍ଧ ସୁଖ

ଉଚ୍ଚାରଣ

[ସମ୍ପାଦନା]
(ଲବ୍ଧସୁଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲବ୍ଧ ହୋଇଅଛି ସୁଖ ଯାହାର)

[ସମ୍ପାଦନା]

ଯେ ସୁଖ ପାଇଅଛି; ସୁଖୀ; ସୁଖଭୋଗକାରୀ —Happy; one who has got happiness