ଲବ ମାତ୍ରେ
ଦେଖଣା
ଲବ ମାତ୍ରେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଲବ ମାତ୍ରକ—ଅନ୍ୟରୂପ)
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଲବ ମାତ୍ରଂ)
[ସମ୍ପାଦନା]- ୧. ଅଣୁମାତ୍ର; ଲେଶ ମାତ୍ର —୧. Very sligtly; a bit, a little.
- ୨. କ୍ଷଣ ମାତ୍ର —୨. For a moment.
ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା]କିଞ୍ଚିତ୍ ମାତ୍ର —A little; a whit.
(ଉ—ମୋର ଏଥିରେ ଲବ ମାତ୍ର ଦୋଷ ନାହିଁ)