Jump to content

ଲବ ଲେଶ

ଉଇକିଅଭିଧାନ‌ରୁ

ଲବ ଲେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ଏକାର୍ଥକ ସହଚର)

[ସମ୍ପାଦନା]
୧. କିଞ୍ଚିନ୍ନାତ୍ର; ସାମାନ୍ୟ ମାତ୍ର; କ୍ଷଣ ମାତ୍ରା —୧. A little; a bit; a whit.

(ଉ—ନାନା ପ୍ରକାରେ କୃଷ୍ଣ ରସେ ଦଣ୍ଡେ ଘଡ଼ିଏ ଲବ ଲେଶେ ଭୂପତି. ପ୍ରେମପଞ୍ଚାମୃତ)

୨. ଅତ୍ୟନ୍ତ ସଂସର୍ଗ —୨. Slightest concern.