Jump to content

ଲଭିବା

ଉଇକିଅଭିଧାନ‌ରୁ

ଲଭିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - କ୍ରିୟାପଦ - (ସଂସ୍କୃତ - ଲଭ୍ ଧାତୁ)

[ସମ୍ପାଦନା]
୧. ଲାଭ କରିବା; ପ୍ରାପ୍ତ ହେବା; ପାଇବା —୧. To get; to acquire.
୨. ଅର୍ଜନ କରିବା —୨. To earn.
୩. ଅନୁଭବ କରିବା — ୩. To experinence.