Jump to content

ଲଭ୍ୟାର୍ଥ

ଉଇକିଅଭିଧାନ‌ରୁ

ଲଭ୍ୟାର୍ଥ

ଉଚ୍ଚାରଣ

[ସମ୍ପାଦନା]
(ଲଭ୍ୟାର୍ଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ପ୍ରାପ୍ୟ ଧନ —Due amount.

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି, ଲଭ୍ୟ ହୋଇଅଛି ଅର୍ଥ ଯାହାର)

[ସମ୍ପାଦନା]

ପାଉଣାଦାର୍; ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିଠାରୁ ଧନ ପାଇବାର ଉପଯୁକ୍ତ —A person to whom money is due.