ଲମଞ୍ଜୋସ୍
(ଲମନଚୁ[ଚୋ, ଜୁ, ଜୋ] ସ୍—ଅନ୍ୟରୂପ)
ଚିନିଦ୍ୱାରା ନାନା ମନୋହର ଆକୃତିରେ ପ୍ରସ୍ତୁତ ଶିଶୁ— ମାନଙ୍କର ଲୋଭନୀୟ ମିଠାଇ —Sweet lozenges (for children).