ଲମରା ବୁଲା
=== ପ୍ରାଦେଶିକ - (ଗଡଜାତ) ବିଶେଷ୍ୟ -
(ଶିକାରୀ) ବନ୍ଧୁକ ଧରି ଦୁଇ ଜଣ ଲୋକଙ୍କ ସଙ୍ଗେ ଚନ୍ଦ୍ରପକ୍ଷ ରାତିରେ ଲୁଚି ଲୁଚି ବାଘ ପ୍ରଭୃତି ଶିକାର ଖୋଜିବା —A hunter seeking game in moonlight accompanied by two persons.