ଲମ୍ପଟୀ
ଦେଖଣା
ଲମ୍ପଟୀ
ଉଚ୍ଚାରଣ
[ସମ୍ପାଦନା](ଲମ୍ପଟିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଲମ୍ପଟ)
[ସମ୍ପାଦନା]- ୧. (ପୁଂ) ଲମ୍ପଟ; ଲମ୍ପଟା— ଚାରୀ; ଲଡବଡିଆ —୧. Adulterous; lewd; lecherous.
[ଉ—କପଟୀ ଲମ୍ପଟା ଯେ ଲୋକ, ସାକଟ ପରେ ଯେ ହଂସେକ ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା ]
- ୨. (ପୁଂ) ପ୍ରୟାସୀ —୨. Anxious to have.
[ଉ— ବିଶିଖେ ତୁଳା ତୁଳା, ତନୁଭିଣା ବାତୁଳା, ସେ କପଟୀ ବୋଧ ଲମ୍ପଟୀ ସେ ଭଞ୍ଜ. ବୈଦେହୀଶବିଳାସ ]
- ୩. (ସ୍ତ୍ରୀ) ବିଟପୀ; ଅସତୀ —୩. Adulterous (woman).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ପୁଂ) ଲମ୍ୱଟ ବ୍ୟକ୍ତି —୧. Adulterer.
- ୨. (ସ୍ତ୍ରୀ) ବିଟପୀ ସ୍ତ୍ରୀ; ବେଧୋଈ —୨. Adulteress.