Jump to content

ଲମ୍ପାକ

ଉଇକିଅଭିଧାନ‌ରୁ

ଲମ୍ପାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ରମ୍ ଧାତୁ+କର୍ତ୍ତୃ. ଅକ; ନିପାତନ)

[ସମ୍ପାଦନା]
୧. (ପୁଂ) ଲମ୍ପଟ ବ୍ୟକ୍ତି —୧. Adulterer lewd person.
୨. କାବୁଲ ବା ଆଫଗାନୀସ୍ଥାନର ଅନ୍ତର୍ଗତ ପୌରାଣିକ ପ୍ରାଚୀନ ଦେଶ ବିଶେଷ —୨. Name of an ancient tract of country in Afganistan.

[ଦ୍ରଷ୍ଟବ୍ୟ —ଏ ଦେଶର ଅନ୍ୟ ନାମ ମୁରଣ୍ଡ; ଏ ଦେଶ ଭାରତର ଉତ୍ତର ପଶ୍ଚିମରେ ଥିଲା ଏହା କାବୁଲର ଆଧୁନିକ ଲମଘାନ ଜିଲ୍ଲା ବୋଲି କେହି କେହି କହନ୍ତି M.W.]