ଲମ୍ଫ
ଦେଖଣା
ଲମ୍ଫ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲାମ୍ପ)
[ସମ୍ପାଦନା]- ୧. କିରାସିନି ତେଲ ଜଳିବା ଡିବିରି —୧. A kerosene light.
- ୨. କାଚର ପ୍ରଦୀପ — ୨. Glass lamp.
ଲମ୍ଫ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଲମ୍ଫ ଧାତୁ+ଭାବ ଅ)
[ସମ୍ପାଦନା]- ୧. ଉଲ୍ଲମ୍ଫନ; କୁଦିବା — ୧. Leaping; jumping.
- ୨. ଡିଆଁ — ୨. Leap; high jump.
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଲମ୍ପ (ଦେଖ) - —Lampa (See)