Jump to content

ଲମ୍ଫଝମ୍ପ

ଉଇକିଅଭିଧାନ‌ରୁ

ଲମ୍ଫଝମ୍ପ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ;ଲମ୍ଫ=ଡେଇଁବା ଓ ଝମ୍ପ=ଝାମ୍ପିବା)

[ସମ୍ପାଦନା]
୧. ଡିଆଁଡେଇଁ; ହାତ ଗୋଡ ପ୍ରସାରଣ ପୂର୍ବକ ବିକ୍ରମ ପ୍ରକାଶି କୁଦିବା; କୁଦାକୁଦି — ୧. Jumping and leaping.
୨. ଏଣେ— ତେଣେ ଡେଇଁ ବୁଲିବା —୨. Frisking about.
୩. ମାକଡ଼ଚିତି — ୩. Capering; somersault.