ଲମ୍ଭୈତ
ଦେଖଣା
ଲମ୍ଭୈତ
ସଂସ୍କୃତ - ବିଣ—(ଲମ୍ଭ୍ ଧାତୁ+କର୍ମତ)
[ସମ୍ପାଦନା]- ୧. ଶବ୍ଦିତ —୧. Soun ded.
- ୨. ପ୍ରାପିତ —୨. Caused to be received.
- ୩. ବର୍ଦ୍ଧିତ; ପୋଷିତ —୩. Reared; brought up.
- ୪. ନିୟୋଜିତ —୪. Enganged; commissioned.
- ୫. ଲାଞ୍ଚିତ; ଅପମାନିତ — ୫. Humiliated; insulted.
- ୬. ଗାଳି ଦିଆ ହୋଇଥିବା (ବ୍ୟକ୍ତି); ତିରସ୍କୃତ —୬. Abused.
- ୭. ବିସ୍ତାରିତ — ୭. Expanded.