Jump to content

ଲମ୍ୱକାନିଆ

ଉଇକିଅଭିଧାନ‌ରୁ

ଲମ୍ୱକାନିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଲମ୍ୱପ୍ରାନ୍ତ ବିଶିଷ୍ଟ (ବସ୍ତ୍ର); ଲମ୍ୱ (ଲୁଗା) Long (cloth for wearing); so long that a large length of it is left after it is worn round the waist.

[ଯଥା—ଶୀତ ଦିନରେ ଲମ୍ୱକାନିଆ ଲୁଗାର ଲମ୍ୱ କାନିକୁ ମନୁଷ୍ୟ ଦେହରେ ଘୋଡି ହୋଇପାରେ) ===

ବିଶେଷଣ -

[ସମ୍ପାଦନା]

ଲମ୍ୱକାନା (ଦେଖ) - — Lambakānā (See)