Jump to content

ଲମ୍ୱରି ମକଦ୍ଦମା

ଉଇକିଅଭିଧାନ‌ରୁ

ଲମ୍ୱରି ମକଦ୍ଦମା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - (କଚରିଆ) ବିଶେଷ୍ୟ -

[ସମ୍ପାଦନା]

ସ୍ୱତ୍ତାସ୍ୱତ୍ତ୍ୱ ବିଷୟକ ଦେବାନୀ ଅଭିଯୋଗ —Titlesuit.

[ଦ୍ରଷ୍ଟବ୍ୟ —ଟଙ୍କା ଆଦାୟ ପାଇଁ ଯେଉଁ ମକଦ୍ଦମା ହୁଏ ତାହା ଏ ମୋକଦ୍ଦମା଼ଠାରୁ ପୃଥକ୍ ଲମ୍ୱରି ମୋକଦ୍ଦମାର ଅର୍ଜ୍ଜି, ଜବାବ, ରାୟ ଓ ଫଇସଲା ଚିରଦିନ ରହେ, କିନ୍ତୁ ଟଙ୍କା ସମ୍ୱନ୍ଧୀୟ ମକଦ୍ଦମାର ସମସ୍ତ ନଥି କେତେ ନିର୍ଦ୍ଦିଷ୍ଟ କାଳ ରଖାଯାଇ ତତ୍ପରେ ନଷ୍ଟ କରାଯାଏ]