ଲମ୍ୱହେବା
ଦେଖଣା
ଲମ୍ୱହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲମ୍ୱହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗୋଡ଼ ହାତ ଲମ୍ୱାଇ କରି ଶୋଇବା —୧. To sleep by outstretching the hands and legs.
- ୨. ପ୍ରହାରାଦିଦ୍ୱାରା ଧରାଶାୟୀ ହେବା —୨. To be so severely beaten as to lie flat on the ground.
- ୩. ବଢିବା; ବୃଦ୍ଧିପ୍ରାପ୍ତ ହେବା; ଲମ୍ୱିବା —୩. To grow.
- ୪. ଡେଙ୍ଗା ହେବା —୪. To become tall.