ଲମ୍ୱା କରିବା
ଦେଖଣା
ଲମ୍ୱା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲମ୍ୱା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରହାରଦ୍ୱାରା କୌଣସି ବ୍ୟକ୍ତିକୁ ଦଣ୍ଡବତ୍ ଧରାଶୟୀ କରିବା —୧. To cause a person to flat on the ground by severely beating him.
- ୨. କୌଣସି ବସ୍ତୁକୁ ଦୀର୍ଘ କରିବା —୨. To lengthen; to elongate.