ଲମ୍ୱା ଘାଟ
ଦେଖଣା
ଲମ୍ୱା ଘାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନଦୀ ପାରି ହେବା ନିମନ୍ତେ ନଦୀକୁ ଆଡ ବାଗରେ ପାରି ନ ହୋଇ ଲମ୍ୱେ ଲମ୍ୱେ ଡଙ୍ଗାରେ କିଛି ଦୂର ଯେଉଁ ଘାଟରେ ଲୋକେ ଯାଇ ନଦୀ ପାରି ହୁଅନ୍ତି —A ferry where people instead of crossing the river straightly have to pass along the length of the river for some distance and then land on the opposite bank.