ଲମ୍ୱା ଚଉଡା
ଦେଖଣା
ଲମ୍ୱା ଚଉଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲମ୍ୱା ଚଉଡା
|
ଦେଶଜ - ବିଶେଷଣ - (ସଂସ୍କୃତ - ଲମ୍ୱ+ଚର୍ପଟ)
[ସମ୍ପାଦନା]- ୧. ଦୈର୍ଘ୍ୟ ଓ ପ୍ରସ୍ଥରେ ବିସ୍ତୃତ ବା ବର୍ଦ୍ଧିତ —୧. Expanded in length and breadth; made to extend in length and breadth; lengthened and flattened.
[ଉ—ବଣିଆ ସୁନା ଖଣ୍ଡକ ପିଟି ଲମ୍ୱା ଚଉଡା କରି ଦେଲା ]
- ୨. ଦୀର୍ଘ ଓ ପ୍ରଶସ୍ତ; ବିସ୍ତୃତ —୨, Extensive; long and broad.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୈର୍ଘ୍ୟ ଓ ପ୍ରସ୍ଥ; ଦୀର୍ଘ ଓ ପ୍ରତି —Length and breadth.