Jump to content

ଲମ୍ୱା ଲମ୍ୱି

ଉଇକିଅଭିଧାନ‌ରୁ

ଲମ୍ୱା ଲମ୍ୱି

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Lambā lambi
  • ଆଇ.ପି.ଏ. — lˈɔ mˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ lˈɔ mˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲମ୍ୱାଇବା ଆଦି କ୍ରିୟା —Acts of lengthening or stretching etc,

ବିଶେଷଣ -

[ସମ୍ପାଦନା]

ବହୁତ ଲମ୍ୱା —Very long; of great length.

[ଉ—ଗ୍ରାମଟି ଲମ୍ୱାଲମ୍ୱି, କିନ୍ତୁ ସିଧା ସଳଖ ନୁହେଁ, ଆଠ ଅଙ୍କିଆ ଫକୀରମୋହନ. ଛମାଣ ଆଠଗୁଣ୍ଠ]

କ୍ରି.ବିଶେଷଣ -

[ସମ୍ପାଦନା]

ଲମ୍ୱେ ଲମ୍ୱେ; ଲମ୍ୱବାଗରେ — Straightway; straightly; along; lengthwies.