Jump to content

ଲମ୍ୱିବା

ଉଇକିଅଭିଧାନ‌ରୁ

ଲମ୍ୱିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲମ୍ୱ୍ ଧାତୁ)

[ସମ୍ପାଦନା]
୧. ଲମ୍ୱିତ ହେବା; ଝୁଲୁଥିବା —୧. To be hanging.
୨. ଓହଳିବା — ୨. To remain suspended.
୩. ବିଛଣାରେ ବା ଭୂମିରେ ଲମ୍ୱ ହୋଇ ଶୋଇବା —୩. To stsetch one's self on the bad or ground.
୪. ଲମ୍ୱ ବା ଦୀର୍ଘରେ ବୃଦ୍ଧି ପାଇବା —୪. To increase in length.
୫. ଲମ୍ୱ ଦିଗରେ ଗତି କରିବା —୫. To froed along.

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ଦୁଇ ଚାରି ଜଣ ଏକତ୍ର ବସିଥିବା ସ୍ଥାନରୁ ଜଣେ ବ୍ୟକ୍ତି ହଠାତ୍ ଉଠି କରି ଚାଲିଯିବା —To leave a company of men and go away.