ଲମ୍ୱି ପଡିବା
ଓହଳି ପଡିବା; ଝୁଲି ପଡିବା —To hang down to descend to be suspended.
[ଉ—ଏହା କହିଣ ଯୁଧିଷ୍ଠିର ତା ଗଳାକୁ, ଭିଡି ଲମ୍ୱ ପଡିଲେ ଦେଖାଇ ବଳକୁ କୃଷ୍ଣସିଂହ. ମହାଭାରତ. ବନ]