Jump to content

ଲମ୍ୱେ ଲମ୍ୱେ

ଉଇକିଅଭିଧାନ‌ରୁ

ଲମ୍ୱେ ଲମ୍ୱେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ସଳଖେ ସଳଖେ; ସିଧାଏ ସିଧାଏ —୧. Straightforward.

[ଉ— ଏହା କହି ବିଭୀଷଣ ଆଉ ଚାରି ଜଣ ରାକ୍ଷସ ଘେନି ସେହି ସଭାରୁ ଲମ୍ୱେ ଲମ୍ୱେ ସମୁଦ୍ର ପାର ହୋଇ ରାମଙ୍କ ପାଖେ ଆସି ପହଁଚିଲା ନୀଳକଣ୍ଠ. ପିଲାଙ୍କ ରାମାୟଣ]

୨. ଲମ୍ୱଭାଗରେ — ୨. Lengthwise.