ଲମ୍ୱୋଦର
ଦେଖଣା
ଲମ୍ୱୋଦର
ଉଚ୍ଚାରଣ
[ସମ୍ପାଦନା](ଲମ୍ୱୋଦରୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲମ୍ୱ ଅଟେ ଉଦର ଯାହାର)
- ୧. ସ୍ଥୂଳୋଦର; ଥନ୍ତଲପେଟିଆ — ୧. Big-bellied.
- ୨. ଦୀର୍ଘୋଦରବିଶିଷ୍ଟ — ୨. Long-bellied.
- ୩. ଔରରିକ; ପେଟୁ — ୩. Greedy; gluttonous; voracious.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଗଣେଶ; ଗଣନାଥ — The Deity Gaṇeṡa (son of Mahādeba).
[ଦ୍ରଷ୍ଟବ୍ୟ —ଏହାଙ୍କ ପେଟ ବଡ ଥିବାରୁ ଏପରି ନାମ ହୋଇଅଛି]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — A name given to males.