Jump to content

ଲମ୍ୱୌଷ୍ଠ

ଉଇକିଅଭିଧାନ‌ରୁ

ଲମ୍ୱୌଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ଲମ୍ୱୌଷ୍ଠୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି;ଲମ୍ୱ+ଓଷ୍ଠ=ଲମ୍ୱୋଷ୍ଠ, ଲମ୍ୱୌଷ୍ଠ)

[ସମ୍ପାଦନା]

ଯାହାର ଓଠ ବଡ — (a man) Having long lips.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଏହାର ଓଠ ବଡ ଥିବାରୁ) ଉଷ୍ଟ୍ର; ଓଟ — ୧. Camel.
୨. କ୍ଷେତ୍ରପାଳ ଦେବତା ବିଶେଷ — ୨. One of the Kshetrapāḻa Deities.