ଲମ୍ୱ କାନି
ଦେଖଣା
ଲମ୍ୱ କାନି
ଉଚ୍ଚାରଣ
[ସମ୍ପାଦନା][ଛୋଟ କାନି—ବିପରୀତ]
ଅନୁବାଦ
[ସମ୍ପାଦନା]ଲମ୍ୱ କାନି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲମ୍ୱ ପଣତ; ବସ୍ତ୍ରର ଦୀର୍ଘ ପ୍ରାନ୍ତ; ପିନ୍ଧାଲୁଗାକୁ ଅଣ୍ଟାରେ ଗୁଡାଇ ପିନ୍ଧିବା ପରେ ତହିଁରୁ ବଳି ପଡିବା ଲମ୍ୱ ଅଂଶ — ୧. Long end of a cloth left after the cloth is tucked round the waist of the wearer.
- ୨. ଖୁବ୍ ଲମ୍ୱ ଲୁଗା (ଯାହାର ପିନ୍ଧିବା ଅଂଶ ଅଣ୍ଟାରେ ଗୁଡାହେବା ପରେ ତହିଁର ଦୀର୍ଘପ୍ରାନ୍ତ ବଳି ପଡ଼େ) —୨. A long cloth of which a good length is left after one end of it is wound round the waist of the wearer