Jump to content

ଲମ୍ୱ କେଶ

ଉଇକିଅଭିଧାନ‌ରୁ

ଲମ୍ୱ କେଶ

ଉଚ୍ଚାରଣ

[ସମ୍ପାଦନା]
(ଲମ୍ୱ କେଶା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (କର୍ମଧା) ଲମ୍ୱା ବା ଦୀର୍ଘକେଶ — ୧. Long hair.
୨. (ବହୁବ୍ରୀହି) ଦୀର୍ଘ ଅଗ୍ର ବିଶିଷ୍ଟ କୁଶନିର୍ମିତ ଆସନ — ୨. A mat made of long Kuṡa grass.

ବିଶେଷଣ - ପୁଂ—(ବହୁବ୍ରୀହି)

[ସମ୍ପାଦନା]

ଦୀର୍ଘକେଶ ବିଶିଷ୍ଟ — Long-haired.