Jump to content

ଲମ୍ୱ ଗ୍ରୀବ

ଉଇକିଅଭିଧାନ‌ରୁ

ଲମ୍ୱ ଗ୍ରୀବ

ଉଚ୍ଚାରଣ

[ସମ୍ପାଦନା]
(ଲମ୍ୱଗ୍ରୀବା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲମ୍ୱ+ଗ୍ରୀବା)

[ସମ୍ପାଦନା]

ଯାହାର ବେକ ବଡ଼; ଦୀର୍ଘଗ୍ରୀବ —Long necked.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଉଷ୍ଟ୍ରେ (ହିନ୍ଦୀ - ଶ.) — Camel.