Jump to content

ଲମ୍ୱ ରେଖା

ଉଇକିଅଭିଧାନ‌ରୁ

ଲମ୍ୱ ରେଖା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଜ୍ୟାମିତି)—ଯେଉଁ ସରଳରେଖା ଅପର ସରଳରେଖା ଉପରେ ଏପରିଭାବରେ ଦଣ୍ଡାୟମାନ ହୋଇଥାଏ ଯେ, ତାହାର ସନ୍ନିହିତ ପ୍ରତ୍ୟେକ କୋଣ ସମକୋଣ ହୁଏ —୧. (Geomatry) Perpendicular; a straight line which stands on another making each of the two adjacent angles a right angle.
୨. ଦୀର୍ଘ ରେଖା — ୨. A long lime.