ଲମ୍ୱ ଲାମ୍ୱ
ଦେଖଣା
ଲମ୍ୱ ଲାମ୍ୱ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲମ୍ୱ ଲାମ୍ୱ
|
ଦେଶଜ - ବିଶେଷଣ - (ବହୁବଚନାର୍ଥକ)
[ସମ୍ପାଦନା]ଅନ୍ୟକଗୁଡିଏ ଲମ୍ୱ (ବସ୍ତୁ) —Numerous or many long (things);
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଅନେକ— ଗୁଡିଏ ବସ୍ତୁ ଲମ୍ୱଭାବରେ ପଡିବା ପ୍ରକାରେ — (Said of many things) Lying straightly; lengthwise.