Jump to content

ଲମ୍ୱ ହତା

ଉଇକିଅଭିଧାନ‌ରୁ

ଲମ୍ୱ ହତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀର ବେଷ୍ଟିତ ବା ଘେରବନ୍ଦି ହୋଇଥିବା ବିସ୍ତୃତ ସ୍ଥାନ —Long compound.

ପ୍ରାଦେଶିକ - (ଗଡଜାତ) ବିଶେଷ୍ୟ -

[ସମ୍ପାଦନା]
୧. ରାଜକର୍ମଚାରୀ ବିଶେଷ — ୧. One of the officials of a Rājā.
୨. ବଡ ପ୍ରଭୁଙ୍କ ଭୃତ୍ୟରୂପେ ଯେ ଗର୍ବ ସହକାରେ ଦୀର୍ଘ ପଦ— ବିକ୍ଷେପରେ ଚାଲେ —୨. A personal servant who follws his master with long steps in pride.

[ଲମ୍ୱହାତିଆ—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ପୁଂ ଓ ସ୍ତ୍ରୀ)

[ସମ୍ପାଦନା]
୧. (ଲକ୍ଷଣାର୍ଥ) ମୁକ୍ତ ହସ୍ତ — ୧. Open handed.
୨. ଯାହାର ହାତ ଲମ୍ୱା, ଦୀର୍ଘବାହୁ —୨. Long armed.