Jump to content

ଲମ୍ୱ (ଧାତୁ)

ଉଇକିଅଭିଧାନ‌ରୁ

ଲମ୍ୱ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

[ଲନ୍ଭ୍ ଧାତୁ—ଅନ୍ୟରୂପ]

ସଂସ୍କୃତ -

[ସମ୍ପାଦନା]
୧. ପ୍ରାପ୍ତ ହେବା;ପାଇବା —୧. To get.
୨. ପ୍ରାପ୍ତ କରାଇବା — ୨. To cause to get; to cause to be received.
୩. ଶବ୍ଦ କରିବା; ଧନି କରିବା; ରବ କରିବା — ୩. To utter a sound.
୪. ଗତି କରିବା —୪. To move.