ଲର୍ଡ଼ ବିଶପ୍
ଖ୍ରୀଷ୍ଟିୟାନଙ୍କର ପ୍ରଧାନ ଧର୍ମଯାଜକ —Lord Bishop among the Christians.
[ଦ୍ରଷ୍ଟବ୍ୟ —ରାଜ୍ୟର ପ୍ରଧାନ ପ୍ରଧାନ କେନ୍ଦ୍ର ବା ରାଜଧାନୀରେ ଏମାନେ ଥାଆନ୍ତି ଏ ଏମାନଙ୍କ ଅଧୀନ ଅନେକ ନିମ୍ନତର ଧର୍ମ ଯାଜକକ ଥାଆନ୍ତି]