Jump to content

ଲଲାକ

ଉଇକିଅଭିଧାନ‌ରୁ

ଲଲାକ

ଉଚ୍ଚାରଣ

[ସମ୍ପାଦନା]
[ଲଲାକା—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - (ଲଳ୍ ଧାତୁ+ଭାବ. ଆକ)

[ସମ୍ପାଦନା]
୧. ମୋହନ; ମୁଗ୍ଧ କରିବା —୧. Charming; fascinating.
୨. (+ କର୍ତ୍ତୃ. ଆନ) ଶିଶ୍ନ; ଲିଙ୍ଗ —୨. Penis.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ମୋହକାରୀ —Fascinating.