Jump to content

ଲଲାଟନ୍ତପ

ଉଇକିଅଭିଧାନ‌ରୁ

ଲଲାଟନ୍ତପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲଲାଟମ୍=ଲଲାଟକୁ+ତପ୍ ଧାତୁ=ତାପ ଦେବା+କର୍ତ୍ତୃ. ଅ)

[ସମ୍ପାଦନା]

ଯାହାର କପାଳକୁ ତତାଏ —Scorching the brow or forehead.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସୂର୍ଯ୍ୟ —The sun.