ଲଲାଟପଟ୍ଟ
[ଲଲାଟପଟ୍ଟକ, ଲଲାଟଫଳକ—ଅନ୍ୟରୂପ]
ଭାଲପଟ୍ଟ —Forehead compared to a tablet; the flat surface of the forehead (M.W.).
[ଦ୍ରଷ୍ଟବ୍ୟ —ଏହା ଉପରେ ବିଧାତା ଶିଶୁର ଜନ୍ମର ୬ଷ୍ଠଦିନ ଭବିଷ୍ଟତ୍ ଜୀବନର ଘଟନାବଳୀ ଲେଖିଦିଅନ୍ତି ବୋଲି ହିନ୍ଦୁମାନଙ୍କର ବିଶ୍ୱାସ ]