Jump to content

ଲଲାଟାକ୍ଷ

ଉଇକିଅଭିଧାନ‌ରୁ

ଲଲାଟାକ୍ଷ

ଉଚ୍ଚାରଣ

[ସମ୍ପାଦନା]

[ଲଲାଟାକ୍ଷୀ—ସ୍ତ୍ରୀ]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ଯାହା ଲଲାଟରେ ଆଖି ଥାଏ — Having an eye on the forehead,

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଶିବ —Ṡiba.