Jump to content

ଲଲାଟ ଲିଖନ

ଉଇକିଅଭିଧାନ‌ରୁ

ଲଲାଟ ଲିଖନ

ଉଚ୍ଚାରଣ

[ସମ୍ପାଦନା]

[ଲଲାଟଲିପି—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କପାଳଲିଖିନ; ଅଦୃଷ୍ଟଲିପି; ଯେଉଁ ବିଷୟ ମନୁଷ୍ୟର କପାଳରେ ଲେଖାଥାଏ ଓ ଯାହା ଅବଶ୍ୟ ଘଟିବା —୧. The ordinance of density; the writings of Brahmā on one's forehead.
୨. ଅବଶ୍ୟଂଭାବୀ ଘଟନା —୨. An inevitable incident.