ଲଲାମଭୂତ
(ଲଲାମଭୂତା—ସ୍ତ୍ରୀ)
ଯେ ଲଲାମ (ଶ୍ରେଷ୍ଠ ବା ମନୋଜ୍ଞ)ହୋଇଅଛି — One who has become prominent or graceful; occupying a position of prominence or grace.
(ଯଥା— ସୀତା ଲଳନାମାନଙ୍କ ଲଲାମଭୂତା ଥିଲେ )