ଲଲାମୀ
ଦେଖଣା
ଲଲାମୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଲଳ୍ ଧାତୁ+କର୍ତ୍ତୃ. ଅମ+ଈ)
[ସମ୍ପାଦନା]- ୧. ଦୋଳା— ମାନ କର୍ଣ୍ଣଭୂଷଣ ବିଶେଷ; ଝୁମୁକା — ୧. A pendantear ring.
- ୨. ନୁଡ଼ୁକା —୨. A pendant for the upper ear.
- ୩. ସୌନ୍ଦର୍ଯ୍ୟ (ହିନ୍ଦୀ - ଶ) — ୩. Beauty; grace.
- ୪. ନାଲି ରଙ୍ଗ (ହିନ୍ଦୀ - ଶ) —୪. Redcolour.
ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ଲଲାମ+ଈ)
[ସମ୍ପାଦନା]ଲଲାମର ସ୍ତ୍ରୀଲିଙ୍ଗ —Feminine of Lalāma (See)