Jump to content

ଲଲେଇ ହେବା

ଉଇକିଅଭିଧାନ‌ରୁ

ଲଲେଇ ହେବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ଗ୍ରାସାଚ୍ଛାଦନ ଅଭାବରୁ ଅନ୍ୟର ଦ୍ୱାରସ୍ଥ ହୋଇ ଲାଳାୟିତ ହେବା — To go to another's door and linger there for a morsel of food or a piece of cloth.