ଲଲ୍ଲ
ପ୍ରାଚୀନଭାରତର ଜଣେ ପ୍ରସିଦ୍ଧ ହିନ୍ଦୁ ଜ୍ୟୋତିଷୀ — Name of a famous Hindu astronomer of ancient India.
[ଦ୍ରଷ୍ଟବ୍ୟ —ଲଲ୍ଲସିଦ୍ଧାନ୍ତ ଏହାଙ୍କ ସଙ୍କଳିତ ଗ୍ରନ୍ଥ ଅଟେ]