ଲଳଜ୍ଜିହ୍ୱ
ଦେଖଣା
ଲଳଜ୍ଜିହ୍ୱ
ଉଚ୍ଚାରଣ
[ସମ୍ପାଦନା](ଲଳଜିହ୍ୱା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲଳତ୍=ଦୋଳାୟମାନ+ ଜିହ୍ୱା)
[ସମ୍ପାଦନା]- ୧. ଯାହାର ଜିଭ ଲଡ଼ଲଡ଼ ବା ଲହଲହ ହେଉଥାଏ; ଯାହାର ଜିଭ ନଡ଼କା — ୧. Having a lolling or wagging tongue; with the tongue hanging out or lopping.
- ୨. ରକ୍ତଲୋଲୁପ; ହିଂସ୍ର (ଜନ୍ତୁ); ଭୟଙ୍କର — ୨. Ferocious; blood thirsty; ravenous (animals).
ବିଶେଷ୍ୟ -
[ସମ୍ପାଦନା]- ୧. କୁକୁର —୧. The dog.
- ୨. ଉଷ୍ଟ୍ର; ଓଟ —୨. The camel.