Jump to content

ଲଳତ୍କର୍ଣ୍ଣ

ଉଇକିଅଭିଧାନ‌ରୁ

ଲଳତ୍କର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]
(ଲଳତ୍କର୍ଣ୍ଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲଳତ୍=ଝୁଲୁଥିବା+କର୍ଣ୍ଣ ଯାହାର)

[ସମ୍ପାଦନା]

ଯାହାର କାନ ଲଡ଼କି ପଡ଼ିଥାଏ; କାନଲଡକା; ଲଡ଼କା କାନିଆଁ —Having hanging or drooping ears; lope-ared.