ଲଳନା
ଦେଖଣା
ଲଳନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଲଳ୍ ଧାତୁ=କଟାକ୍ଷ ଭଙ୍ଗୀ ବା ବିଳାସ ପ୍ରଦର୍ଶନ କରିବା+କର୍ତ୍ତୃ. ଅନ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ନାରୀ; ସ୍ତ୍ରୀ — ୧. Woman.
- ୨. ପତ୍ନୀ; ସ୍ତ୍ରୀ —୨. Wife.
- ୩. କାନ୍ତା —୩. Mistress.
- ୪. ସୁକୁମାରାଙ୍ଗୀ ନାରୀ — ୪. A tender or slender-bodied lady.
- ୫. ଜିହ୍ୱା; ଜିଭ —୫. Tongue.
- ୬. ଚପଳା ସ୍ତ୍ରୀ —୬. A wanton woman (M.W.).
- ୭. ଏକ ବର୍ଣ୍ଣବୃତ୍ତ (ଏଥିର ପ୍ରତ୍ୟେକ ଚରଣରେ ଭଗଣ, ମଗଣ ଓ ୨ସଗଣ ଥାଏ) (ହିନ୍ଦୀ - ଶ) —୭. Name of a metre.