Jump to content

ଲଳିତାଷଷ୍ଠୀ

ଉଇକିଅଭିଧାନ‌ରୁ

ଲଳିତାଷଷ୍ଠୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭାଦ୍ର କୃଷ୍ଣ ଷଷ୍ଠୀ —The ୬th day of the dark lunar fortnight of Bhādra.

[ଦ୍ରଷ୍ଟବ୍ୟ —ଏ ତିଥିରେ ସ୍ତ୍ରୀମାନେ ପୁତ୍ର କାମନାରେ ଓ ପୁତ୍ରର ମଙ୍ଗଳର୍ଥ ଦୁର୍ଗାଙ୍କର ପୂଜା କରନ୍ତି ଓ ଉପବାସ ଓ ବ୍ରତ କରନ୍ତି]